ଲଗାଉତି
ଦେଖଣା
ଲଗାଉତି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲଗାଉତି ଲଗୁତି ଲଗୌତି ଅନ୍ୟରୂପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଦିନମୁଲିଆ —୧. A day labourer.
- ୨. କୌଣସି କାର୍ଯ୍ୟରେ ମୁଲିଆଙ୍କୁ ଦିଆଯିବା ମୂଲର ପରିମାଣ —୨. Amount of wages paid to day labourers in connection with a work.
(ଯଥା —ଏ ଘର ତିଆରି କରିବାକୁ କାଠ ବାଉଁଶ ଆଦି ୫ ଟଙ୍କା ଓ ଲଗଉତି ୩ଟଙ୍କା ଲାଗିଲା
- ୩. ବ୍ୟୟ; ଖରଚ — ୩. Expense; cost.