ଲଗାଏତ୍

ଉଇକିଅଭିଧାନ‌ରୁ

ଲଗାଏତ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. ବିଶେଷଣ -[ସମ୍ପାଦନା]

୧. କୌଣସି ସ୍ଥାନ ବା ସମୟ ବା ବ୍ୟକ୍ତିଠାରୁ ଆରମ୍ଭ କରି ଅନ୍ୟ କୌଣସି ସ୍ଥାନ ସମୟ ବା ବ୍ୟକ୍ତି ପର୍ଯ୍ୟନ୍ତ ଅବିଚ୍ଛନ୍ନ ଭାବରେ —୧. Continuously; without intermission.
୨. ଅବଧି; ପର୍ଯ୍ୟନ୍ତ —୨. Upto.
୩. ଅମୁକଠାରୁ ଆରମ୍ଭ କରି — ୩. Beginning from.

[ଦ୍ରଷ୍ଟବ୍ୟ — ଏହାର ସାଙ୍କେତିକ ଚିହ୍ନ ଲ ; ଯଥା କଟକ ଲ ପୁରୀ=କଟକ ଠାରୁ ପୁରୀ ପର୍ଯ୍ୟନ୍ତ]