Jump to content

ଲଗାଜୋଡ଼ା କରିବା

ଉଇକିଅଭିଧାନ‌ରୁ

ଲଗାଜୋଡ଼ା କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ମିଛ ସତ ଯୋଖିବା — ୧. To weave truth and falsehood together.
୨. ଚୁଗୁଲି କରିବା —୨. to backbite.

[ଉ—ଆମ୍ଭଠାରୁ ଏବେ ସେ ଗଲେ ତ ଆଭାବେ, ଲଗାଯୋଡ଼ା କରିଣ ତାହାଙ୍କୁ କହିବେ—କୃଷ୍ଣସିଂହ ମହାଭାରତ ଭଦ୍ଯୋଗ]