ଲଗାଲଗି
ଦେଖଣା
ଲଗାଲଗି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - ଓ ବିଶେଷ୍ୟ -
[ସମ୍ପାଦନା]- ୧. ପରସ୍ପର ସଂଲଗ୍ନ —୧. Coming in contract with; contiguous to each other.
(ଉ— ସେ ସମୟରେ ହିମାଳୟ ମେରି ଗିରି, ଶୃଙ୍ଗ ଲଗାଲଗି ହୋଇଲେ ଦଣ୍ଡଧାରି —yକୃଷ୍ଣସିଂହ ମହାଭାରତ ଶାନ୍ତି)
- ୨. ନିବିଡ଼
ଅନୁବାଦ
[ସମ୍ପାଦନା]ଭାବରେ ସଂଲଗ୍ନ —୨. Conjested together; densely set.
(ଉ— ବନରେ ବୃକ୍ଷମାନେ ଲଗା ଲଗି ହୋଇ, ଥିଲେ ଯେ ପବନ କି ଭାଙ୍ଗିତା ପାରଇ—କୃଷ୍ଣସିଂହ ମହାଭାରତ ଆଦି)
- ୩. ପ୍ରାୟ — ୩. Nearly about.
(ଉ— ପୋଇଲି ପରିବାରୀ କୋଡ଼ିଏ କି ବାଇଶି ଏହିପରି ତିରିଶ ଲଗାଲଗି—ଫକୀରମୋହନ ଛମାଣ ଆଠଗୁଣ୍ଠ)
- ୪. ଲଗାଇବା ଆଦି କ୍ରିୟା —୪. The operation of planting. etc.