ଲଗାଲଗି

ଉଇକିଅଭିଧାନ‌ରୁ

ଲଗାଲଗି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - ଓ ବିଶେଷ୍ୟ -[ସମ୍ପାଦନା]

୧. ପରସ୍ପର ସଂଲଗ୍ନ —୧. Coming in contract with; contiguous to each other.

(ଉ— ସେ ସମୟରେ ହିମାଳୟ ମେରି ଗିରି, ଶୃଙ୍ଗ ଲଗାଲଗି ହୋଇଲେ ଦଣ୍ଡଧାରି —yକୃଷ୍ଣସିଂହ ମହାଭାରତ ଶାନ୍ତି)

୨. ନିବିଡ଼


ଅନୁବାଦ[ସମ୍ପାଦନା]

ଭାବରେ ସଂଲଗ୍ନ —୨. Conjested together; densely set.

(ଉ— ବନରେ ବୃକ୍ଷମାନେ ଲଗା ଲଗି ହୋଇ, ଥିଲେ ଯେ ପବନ କି ଭାଙ୍ଗିତା ପାରଇ—କୃଷ୍ଣସିଂହ ମହାଭାରତ ଆଦି)

୩. ପ୍ରାୟ — ୩. Nearly about.

(ଉ— ପୋଇଲି ପରିବାରୀ କୋଡ଼ିଏ କି ବାଇଶି ଏହିପରି ତିରିଶ ଲଗାଲଗି—ଫକୀରମୋହନ ଛମାଣ ଆଠଗୁଣ୍ଠ)

୪. ଲଗାଇବା ଆଦି କ୍ରିୟା —୪. The operation of planting. etc.