ଲଗା ପଘା

ଉଇକିଅଭିଧାନ‌ରୁ

ଲଗା ପଘା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବି[ସମ୍ପାଦନା]

(ସହଚର) [ଲଗା= ନିକଟ ସଂପର୍କ ଓ ପଘା (ପ୍ରଗ୍ରହ)= ରଜ୍ଜୁ ବା ଦଉଡ଼ି, ରଜ୍ଜୁରେ ବାନ୍ଧିବା ଯୋଗୁ ସଂପର୍କ)—୧ କୌଣସି କାର୍ଯ୍ୟ ସମ୍ୱନ୍ଧରେ ଦାୟିତ୍ୱ ବା ପ୍ରତିଭୁତ୍ୱ —୧. Direct or indirect responsibility in a matter

୨. ଦୂର ବା ନିକଟ ସମ୍ପର୍କ —୨. Close or distant. connection.
୩. ସଂସାରର ବନ୍ଧନ — ୩. Worldly entanglements or attachment.