ଲଗା ହେବା
ଦେଖଣା
ଲଗା ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲଗା ହେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି କାର୍ଯ୍ୟପାଇଁ ଦାୟୀ ହେବା — ୧. To be responsible for anything
- ୨. କୌଣସି ବିଷୟରେ ସମ୍ୱନ୍ଧାନ୍ୱିତ ହେବା — ୨. To be connected with a matter.
- ୩. ଅନ୍ୟ ପାଇଁ ଜାମିନ୍ ହେବା —୩. To stand surety for another.