ଲଗ୍ନିକ

ଉଇକିଅଭିଧାନ‌ରୁ

ଲଗ୍ନିକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - ଓ ବିଶେଷ୍ୟ - (ସଂସ୍କୃତ - ଲଗ୍ନିକ)[ସମ୍ପାଦନା]

୧. ନିକଟସମ୍ପର୍କୀୟ ବନ୍ଧୁ — ୧. Near relative.
୨. କୁଟୁମ୍ୱ — ୨. Kindred.

(ଉ— ଜାତିପୁଅ ଲଗ୍ନିକ କେହି ନୁହେ—ଫକୀରମୋହନ. ଗଳ୍ପସ୍ୱଳ୍ପ)

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଜାମିନ୍ଦାର୍; ପ୍ରତିଭୂ — A surety; bail (Apte)