ଲଗ୍ନ ସ୍ଫୁଟ

ଉଇକିଅଭିଧାନ‌ରୁ

ଲଗ୍ନ ସ୍ଫୁଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜ୍ୟୋତିଷ)[ସମ୍ପାଦନା]

ଭିନ୍ନ ଭିନ୍ନ ସ୍ଥାନର 'ଲଗ୍ନମାନ'କୁ ଅବଲମ୍ୱନ କରି ରାଶିର ଭୋଗ୍ୟକାଳର ସୂକ୍ଷ୍ମ ଗଣନା —Minute calculation of the Lagnamāna of the zodiacal signs in respect of a particular place.

[ ଦ୍ର—ଦ୍ୱାଦଶ ରାଶିର ଉଦୟ ସବୁ ଦେଶରେ ଏକ— ସମୟରେ ସମଭାବରେ ଦେଖାଯାଏ ନାହିଁ ସୂତରାଂ ଯେଉ ଦେଶର ଉଦୟ କାଳରେ ସୂର୍ଯ୍ୟ ଯେତେ ଅଂଶରେ ଅବସ୍ଥାନ କରୁଥାଆନ୍ତି, ପ୍ରାତଃକାଳରେ ସେହି ଲଗ୍ନର ତେତିକି ଅଂଶ ଗତ ହୋଇଥାଏ ଏହି ଲଗ୍ନ— ମାନଙ୍କୁ ଅବଲମ୍ୱନ କରି ଜ୍ୟୋତିଷ ଗଣାନା ସାହାଯ୍ୟରେ ପ୍ରତ୍ୟେକ ଦେଶରେ ରାଶିମାନଙ୍କର ଭୋଗ୍ୟକାଳର ସୂକ୍ଷ୍ମ ଗଣନାକୁ ଲଗ୍ମସ୍ଫୁଟ ବୋଲାଯାଏ ] -