ଲଘିଷ୍ଠ ସାଧାରଣ ଗୁଣିତକ

ଉଇକିଅଭିଧାନ‌ରୁ

ଲଘିଷ୍ଠ ସାଧାରଣ ଗୁଣିତକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

(ଗଣିତ) ଯେଉଁ ଲଘୁତମ ସଂଖ୍ୟା ନିର୍ଦିଷ୍ଟ ଦୁଇ ବା ତତୋଽଧିକ ସଂଖ୍ୟଦ୍ୱାରା ବିଭାଜ୍ୟ —(Arithmetic) The least common multiple; the L. C. M. in arithmetic.

[ଉ— ୫,୭, ୯, ୧, ଓ ୬, ଏହି ପାଞ୍ଚଗୋଟି ରାଶିର ଲଘିଷ୍ଟ ସାଧାରଣ ଗୁଣିତକ ବାହାର କରିବାକୁ ହେବ ତହିଁର ପ୍ରକ୍ରିୟା—


୨, ୫, ୭, ୯, ୧, ୬ ୩, ୫, ୭, ୯, ୫, ୩ ୫, ୫, ୭, ୩, ୫, ୧, ୭, ୩, ୧, ୧ ୨x୩x୫x୧x୭x୩x୧x୧=୬୩: ଅତଏବ ଏ ୫ ଗୋଟି ରାଶିର ଲଘିଷ୍ଟ ସାଧାରଣ ଗୁଣିତକ ୬୩: ଅଟେ ଅର୍ଥାତ୍ ୬୩:କୁ ଏ ପାଞ୍ଚୋଟି ରାଶି ମଧ୍ୟରୁ ଯେ କୌଣସି ରାଶିଦ୍ୱାରା ହାରିଲେ ଭାଗବିଶେଷ କିଛି ରହିବ ନାହିଁ ୬୩:ରୁ ଅଳ୍ପତର ଅନ୍ୟ କୌଣସି ରାଶି ନାହିଁ, ଯାହାକୁ ଉକ୍ତ ପାଞ୍ଚୋଟି ରାଶି ମଧ୍ୟରୁ ଯେ କୌଣସି ରାଶିଦ୍ୱାରା ହରିଲେ ଭାଗଶେଷ ରହିବ ନାହିଁ ]