ଲଙ୍କମୁଇଁ
ଦେଖଣା
ଲଙ୍କମୁଇଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲଙ୍କମୁଇଁ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଗୃହର ବାହାରେ ଦ୍ୱାର ନିକଟରେ ଠିଆ ହେବା ହଠାତ୍ ଘରଭିତର ଯେପରି ଦେଖି ନ ପାରେ, ଏଥିପାଇଁ ଦ୍ୱାରର ସାମନାରେ ଘର ମଧ୍ୟରେ ତିଆରି କରାଯାଇ ଥିବା ଅଧାକାନ୍ଥ (ଏହା ବାଘମୁହଁ ପରି) —A low wall erected against a door inside the house to prevent an outsider from having a direct view of the inside.