ଲଙ୍କମୁହିଁ

ଉଇକିଅଭିଧାନ‌ରୁ

ଲଙ୍କମୁହିଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଗୃହର ବାହାରେ ଦ୍ୱାର ନିକଟରେ ଠିଆ ହେବା ହଠାତ୍ ଘରଭିତର ଯେପରି ଦେଖି ନ ପାରେ, ଏଥିପାଇଁ ଦ୍ୱାରର ସାମନାରେ ଘର ମଧ୍ୟରେ ତିଆରି କରାଯାଇ ଥିବା ଅଧାକାନ୍ଥ (ଏହା ବାଘମୁହଁ ପରି) —A low wall erected against a door inside the house to prevent an outsider from having a direct view of the inside.