ଲଙ୍ଗଳ ଈଷ

ଉଇକିଅଭିଧାନ‌ରୁ

ଲଙ୍ଗଳ ଈଷ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲାଙ୍ଗଳୀଷା)[ସମ୍ପାଦନା]

ଲାଙ୍ଗଳ ଦଣ୍ଡ —The beam of a plough.

[ଦ୍ରଷ୍ଟବ୍ୟ —ଯେଉଁ ଦଣ୍ଡ ଲଙ୍ଗଳ ମୁଣ୍ଡାରେ ସଂଲଗ୍ନ ହୋଇଥାଏ ଓ ଯାହା ଅନ୍ଧି ଦଉଡ଼ିଦ୍ୱାରା ଯୁଆଳିର ମଧ୍ୟ ଭାଗରେ ଥିବା ଅନ୍ଧିକୀଳା ସଙ୍ଗେ ବନ୍ଧା— ଯାଇ ଲଙ୍ଗଳକୁଂ ଭୂମିକର୍ଷଣର ଉପଯୋଗୀ କରେ]