ଲଙ୍ଗଳ ଧରିବା

ଉଇକିଅଭିଧାନ‌ରୁ

ଲଙ୍ଗଳ ଧରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଲଙ୍ଗଳରେ ମୁଠା ପକା(କେ)ଇବା,ଲଙ୍ଗଳ ମୁଠାରେ ହାତ ପକା(କେ)ଇବା} ଅନ୍ୟରୂପ

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

କୃଷି କରାଯିବା ପାଇଁ ସଜ୍ଜିତ ହୋଇଥିବା ବଳଦଙ୍କୁ ଯୋଚି ଲଙ୍ଗଳର ମୁଠାକୁ ଧରି ଭୂମି ଚାଷ କରିବା — To put one's hand to the plough.

[ଦ୍ରଷ୍ଟବ୍ୟ —ବଳଦ ଟାଣୁଥିବା ଲଙ୍ଗଳର ମୁଠାକୁ ହାତରେ ଧରି ମାଡ଼ି ବସିଲେ ଜମି ଗଭୀର ହୋଇ ଚାଷ ହୁଏ ଲଙ୍ଗଳ ମୁଠା ଉପରେ ବେଶି ଚାପ ନ ଦେଲେ ଚାଷ ଗଭୀର ହୁଏ ନାହିଁ ଏଥିପାଇଁ ବଳୁଆ ଲୋକ ଲଙ୍ଗଳ ଧରିବା ନିମନ୍ତେ ଲୋଡ଼ା ହୁଅନ୍ତା]