Jump to content

ଲଙ୍ଗଳ ପାହଳ

ଉଇକିଅଭିଧାନ‌ରୁ

ଲଙ୍ଗଳ ପାହଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲଙ୍ଗଳ+ଫଳା)

[ସମ୍ପାଦନା]
୧. ଲଙ୍ଗଳ ମୁଣ୍ଡାର ମଝିରେ ଘରା ହୋଇ ଭର୍ତ୍ତି କରା ଯାଇଥିବା ଲୁହାର ତୀକ୍ଷ୍ଣାଗ୍ର ଫଳା — ୧. Plough iron; coulter.

[ଦ୍ରଷ୍ଟବ୍ୟ —ଏହା ମାଟିକୁ ଖୋଳେ]

୨. ଲଙ୍ଗଳ ପକ୍ଷି (ଦେଖ) - ୨. The blade of the plough.