ଲଙ୍ଗଳ ପାହାଳ

ଉଇକିଅଭିଧାନ‌ରୁ

ଲଙ୍ଗଳ ପାହାଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲଙ୍ଗଳ+ଫଳା)[ସମ୍ପାଦନା]

୧. ଲଙ୍ଗଳ ମୁଣ୍ଡାର ମଝିରେ ଘରା ହୋଇ ଭର୍ତ୍ତି କରା ଯାଇଥିବା ଲୁହାର ତୀକ୍ଷ୍ଣଗ୍ର ଫଳା — ୧. Plough iron; coulter.

[ଦ୍ରଷ୍ଟବ୍ୟ —ଏହା ମାଟିକୁ ଖୋଳେ]

୨. ଲଙ୍ଗଳ ପକ୍ଷି (ଦେଖ) - ୨. The blade of the plough.