ଲଙ୍ଗଳ ଫିଟାଇବା

ଉଇକିଅଭିଧାନ‌ରୁ

ଲଙ୍ଗଳ ଫିଟାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ଯୁଆଳି ଈଷକୁ କାଢ଼ି କୃଷି କାର୍ଯ୍ୟ ବନ୍ଦ କରି ଭୂମି ସଂଲଗ୍ନ ଲଙ୍ଗଳ— ମୁଣ୍ଡାକୁ ଟେକି ଯୁଆଳି ଉପରେ ରଖିବା — ୧. To stop ploughing and take up the plough from the ground and put it on the yoke.
୨. ଜଙ୍ଗଲରେ ଯୋଚା ହୋଇଥିବା ବଳଦଙ୍କୁ ଯୁଆଳିରୁ ମୁକ୍ତ କରିବା —୨. To unyoke the oxen the plough.