ଲଙ୍ଗଳ ଫିଟେଇବା
ଦେଖଣା
ଲଙ୍ଗଳ ଫିଟେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲଙ୍ଗଳ ଫିଟେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଯୁଆଳି ଈଷକୁ କାଢ଼ି କୃଷି କାର୍ଯ୍ୟ ବନ୍ଦ କରି ଭୂମି ସଂଲଗ୍ନ ଲଙ୍ଗଳ— ମୁଣ୍ଡାକୁ ଟେକି ଯୁଆଳି ଉପରେ ରଖିବା — ୧. To stop ploughing and take up the plough from the ground and put it on the yoke.
୨: ଜଙ୍ଗଲରେ ଯୋଚା ହୋଇଥିବା ବଳଦଙ୍କୁ ଯୁଆଳିରୁ ମୁକ୍ତ କରିବା —୨. To unyoke the oxen the plough.