ଲଙ୍ଗଳ ଯୋଚିବା

ଉଇକିଅଭିଧାନ‌ରୁ

ଲଙ୍ଗଳ ଯୋଚିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

[ଲଙ୍ଗଳ ଯୋଚା(ତା)—କ୍ରିୟାବାଚକ ବିଶେଷ୍ୟ]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଲାଙ୍ଗଳ+ଯୃଜ ଧାତୁ)[ସମ୍ପାଦନା]

୧. ବିଲକୁ ଚାଷ କରିବାକୁ ଯିବା ପାଇଁ ଘରେ ରଖାଯାଇ ଥିବା ଲଙ୍ଗଳ ମୁଣ୍ଡା ସଂଯୁକ୍ତ ଯୁଆଳିରେ ବଳଦଙ୍କୁ ଲଗାଇବା —୧. To tie the oxen to the yoke to carry the plough to the field.
୨. କୃଷି ନ ହେବା ସମୟରେ ଯୁଆଳି ଉପରେ ବନ୍ଧାହୋଇ ଥିବା ଲଙ୍ଗଳ ମୁଣ୍ଡାକୁ ଫିଟାଇ ହଳ କରିବା ପାଇଁ ଲଙ୍ଗଳର ଈଷକୁ ଯୁଆଳିରେ ବାନ୍ଧିବା —୨. To tie the plough beam to the yoke for the purpose of ploughing.