ଲଙ୍ଗଳ ସଗ ହେବା

ଉଇକିଅଭିଧାନ‌ରୁ

ଲଙ୍ଗଳ ସଗ ହେବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଲଙ୍ଗଳ ତୁଳ (ଳା) ହେବା—ବିପରୀତ)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଲଙ୍ଗଳର ଦେହରେ ଈଷକୁ ପୂରାଇ ବିପରୀତ ଦିଗରୁ ପିଚିକୀଳା, ମାରିବା କୌଶଳରେ ଲଙ୍ଗଳର ପକ୍ଷିର ଭୂମିରେ ଚଟକା ହୋଇ ଘୁଷୂରିବା ଅବସ୍ଥା —The state of the beam being so thrust into the plough blade and regu lated with the back pin that the blade will not plough deep.

[ଦ୍ରଷ୍ଟବ୍ୟ —ଲଙ୍ଗଳ ସଗ (ଗା) ହେଲେ ତଦ୍ଦ୍ୱାରା ବେଶିମାଟି ତାଡ଼ି ହୁଏ ନାହିଁ, କିନ୍ତୁ ତୁଳା ହେଲେ ବେଶିମାଟି ତାଡ଼ି ହୁଏ]