ଲଙ୍ଘା
ଦେଖଣା
ଲଙ୍ଘା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲଙ୍ଘା
ଦେଶଜ - ବିଶେଷଣ - (ସଂସ୍କୃତ - ନଗ୍ନ)
[ସମ୍ପାଦନା]- ୧. କୋଷରୁ ମୁକ୍ତ (ଖଡ଼୍ଗାଦି); ଉନ୍ମୁକ୍ତ —୧. Naked; unsheathed (sword etc); drawn; open.
[ଉ— ହାତରେ ବଙ୍କା ବଙ୍କା ଲଙ୍ଘା ତରବାରି ଫକୀରମୋହନ ଗଳ୍ପସ୍ୱଳ୍ପ]
- ୨. (ସଂସ୍କୃତ - ଲମ୍ୱ)—ଦଣ୍ଡବତ୍ ଲମ୍ୱୀକୃତ — ୨. Straightened.
(ଯଥା—ତତେ ମାଡ଼ମାରି ଭୂଇଁରେ ଲଙ୍ଘା କରି ଶୁଆଇ ଦେବି)
- ୩. (ସଂସ୍କୃତ - ଲଙ୍ଘନ) ବହୁକାଳ ଉପବାସ ଯୋଗୁଁ ଶୀର୍ଣ୍ଣ; ହାଲିଆ — ୩. Reduced or weakened through long fasting.
(ଯଥା—ମୁଁ ତିନିଦିନ ଉପବାସରେ ଲଙ୍ଘା ହୋଇ ଗଲିଣି)
- ୪. ଉପବାସୀ — ୪. Fasting.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ନଙ୍ଘା (ଦେଖ) - —
ଅନୁବାଦ
[ସମ୍ପାଦନା]୧. Naṅghā (See)
- ୨. ସ୍ତ୍ରୀମାନଙ୍କର ବେକ— ଠାରୁ ଗୋଡ଼ ପର୍ଯ୍ୟନ୍ତ ଲମ୍ୱିଥିବା କୁରୁତା; ଫ୍ରକ୍ — ୨. Frock; woman's gown.