ଲଟକିବା

ଉଇକିଅଭିଧାନ‌ରୁ

ଲଟକିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଲତା କିମ୍ୱା ଲଡ଼ ଧାତୁ=କମ୍ପନ)[ସମ୍ପାଦନା]

୧. (ଅକର୍ମକ) (ନିଜେ) ଲତା ପରି ତଳକୁ ଲମ୍ୱିବା; ଓହୋଳିବା —୧. To hang down like a creeper.
୨. ଝୁଲିବା —୨. To be suspended.