ଲଟାଇବା
ଦେଖଣା
ଲଟାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି—(ସଂସ୍କୃତ - ଲତାୟମାନ)
[ସମ୍ପାଦନା]- ୧. (ଅକର୍ମକ) (କୌଣସି ଉଦ୍ଭିଦ ଲତା) ବୃଦ୍ଧି ପାଇ ମାଡ଼ିବା ବା ବିସ୍ତୁତ ହେବା —୧. (said of creeping plants) To creep; to trail on the ground orr on supports.
ଅନୁବାଦ
[ସମ୍ପାଦନା]ଲଟାଇବା
|
- ୨. (ସକର୍ମକ) ଦୁଇ ବସ୍ତୁକୁ ମିଳିତ କରାଇବା; ଜୁଟାଇବା — ୨. To cause two things to meet together.
- ୩. ଏକ ପଦାର୍ଥକୁ ଅନ୍ୟ ପଦାର୍ଥ ସଙ୍ଗେ ଗୁଡ଼ାଇବା —୩. To entwine a thing with another; to intetlace.