ଲଟାଇବା
ଲଟାଇବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - କ୍ରି—(ସଂସ୍କୃତ - ଲତାୟମାନ)[ସମ୍ପାଦନା]
- ୧. (ଅକର୍ମକ) (କୌଣସି ଉଦ୍ଭିଦ ଲତା) ବୃଦ୍ଧି ପାଇ ମାଡ଼ିବା ବା ବିସ୍ତୁତ ହେବା —୧. (said of creeping plants) To creep; to trail on the ground orr on supports.
ଅନୁବାଦ[ସମ୍ପାଦନା]
ଲଟାଇବା
|
- ୨. (ସକର୍ମକ) ଦୁଇ ବସ୍ତୁକୁ ମିଳିତ କରାଇବା; ଜୁଟାଇବା — ୨. To cause two things to meet together.
- ୩. ଏକ ପଦାର୍ଥକୁ ଅନ୍ୟ ପଦାର୍ଥ ସଙ୍ଗେ ଗୁଡ଼ାଇବା —୩. To entwine a thing with another; to intetlace.