ଲଟେଇବା

ଉଇକିଅଭିଧାନ‌ରୁ

ଲଟେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ଲତାୟମାନ)[ସମ୍ପାଦନା]

୧. (ଅକର୍ମକ) (କୌଣସି ଉଦ୍ଭିଦ ଲତା) ବୃଦ୍ଧି ପାଇ ମାଡ଼ିବା ବା ବିସ୍ତୁତ ହେବା —୧. (said of creeping plants) To creep; to trail on the ground orr on supports.

ଅନୁବାଦ[ସମ୍ପାଦନା]

୨. (ସକର୍ମକ) ଦୁଇ ବସ୍ତୁକକୁ ମିଳିତ କରାଇବା; ଜୁଟାଇବା — ୨. To cause two things to meet together.
୩. ଏକ ପଦାର୍ଥକୁ ଅନ୍ୟ ପଦାର୍ଥ ସଙ୍ଗେ ଗୁଡ଼ାଇବା —୩. To entwine a thing with another; to intetlace.