ଲଢ଼େଇବା
ଦେଖଣା
ଲଢ଼େଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଳଢ଼ିବା କ୍ରିୟାର ଣିଜନ୍ତ ରୂପ —୧. The causative form of Laṟḍ̠ẖibā
(ଉ— ପୁଣ୍ଡରୀକ ବର ଯୋଗେ ଇନ୍ଦୀବର ଯୁଗଳୀ ଲଢ଼ାଇବାକୁ କବିସୂର୍ଯ୍ୟ. ସଙ୍ଗୀତ )
- ୨. ଦୁଇ ଜଣଙ୍କୁ ପ୍ରତିଦ୍ୱନ୍ଦୀ ରୂପେ ଠିଆ କରାଇବା —୨, To cause two persons to emulate each other.
- ୩. ଲଢ଼ାଇବାରେ ପ୍ରବୃତ୍ତ କରାଇବା —୩. To casue to fight.
- ୪. ଦୁଇଟି ବସ୍ତୁକୁ ପରସ୍ପର ଟକ୍କର ଖୁଆଇବା —୪, To cause two things to strike against each other.
(ଯଥା—ନଡ଼ିଆ ଲଢ଼ାଇବା, ଗୁଡ଼ି ଲଢ଼ାଇବା)
- ୫. ନିୟୋଜିତ କରିବା; ଖଟାଇବା —୫. To apply.
(ଯଥା—ଏ ସମସ୍ୟାରେ ତୁମେ ବୁଦ୍ଧି ଲଢ଼ାଇଲେ ଅବଶ୍ୟ ମୀମାଂସା କରି ପାରିବ )