Jump to content

ଲଢ଼େଇବା

ଉଇକିଅଭିଧାନ‌ରୁ

ଲଢ଼େଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଳଢ଼ିବା କ୍ରିୟାର ଣିଜନ୍ତ ରୂପ —୧. The causative form of Laṟḍ̠ẖibā

(ଉ— ପୁଣ୍ଡରୀକ ବର ଯୋଗେ ଇନ୍ଦୀବର ଯୁଗଳୀ ଲଢ଼ାଇବାକୁ କବିସୂର୍ଯ୍ୟ. ସଙ୍ଗୀତ )

୨. ଦୁଇ ଜଣଙ୍କୁ ପ୍ରତିଦ୍ୱନ୍ଦୀ ରୂପେ ଠିଆ କରାଇବା —୨, To cause two persons to emulate each other.
୩. ଲଢ଼ାଇବାରେ ପ୍ରବୃତ୍ତ କରାଇବା —୩. To casue to fight.
୪. ଦୁଇଟି ବସ୍ତୁକୁ ପରସ୍ପର ଟକ୍କର ଖୁଆଇବା —୪, To cause two things to strike against each other.

(ଯଥା—ନଡ଼ିଆ ଲଢ଼ାଇବା, ଗୁଡ଼ି ଲଢ଼ାଇବା)

୫. ନିୟୋଜିତ କରିବା; ଖଟାଇବା —୫. To apply.

(ଯଥା—ଏ ସମସ୍ୟାରେ ତୁମେ ବୁଦ୍ଧି ଲଢ଼ାଇଲେ ଅବଶ୍ୟ ମୀମାଂସା କରି ପାରିବ )