ଲବାକୀ

ଉଇକିଅଭିଧାନ‌ରୁ

ଲବାକୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା)[ସମ୍ପାଦନା]

ବାକ୍ଚାତୁରୀ —Bragging; boasting.

ଦେଶଜ - ବିଶେଷଣ - (ପୁଂ ଓ ସ୍ତ୍ରୀ) (ସଂ ଲପ ଧାତୁ)[ସମ୍ପାଦନା]

୧. ବକବାଦୀ; ଗପଡ଼ୀ —୧. Boastful; bragging.
୨. ଲମ୍ପଟ — ୨. Lecherous.
୩. ମିଥ୍ୟାବାଦୀ —୩. Lying.