ଲବେ

ଉଇକିଅଭିଧାନ‌ରୁ

ଲବେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - କ୍ରି. ବିଣ—(ସଂସ୍କୃତ - ଲବ)[ସମ୍ପାଦନା]

ଲବ ମାତ୍ର; କିଛି ମାତ୍ର; ଅଣୁ ମାତ୍ର; ତିଳେ ମାତ୍ର —A little; at all.

[ଉmdash;ଏଥିରେ ସନ୍ଦେହକୁ ନ କର ବାବୁ ଲବେ କୃଷ୍ଣସିଂହ. ମହାଭାରତ. ଆଦି ]

ପ୍ରାଦେଶିକ - (କଟକ ସହର)ବିଶେଷ୍ୟ - ଓବିଶେଷଣ -[ସମ୍ପାଦନା]

ନବେ (ଦେଖ) - —Nabe (See)