Jump to content

ଲବ୍ଧ

ଉଇକିଅଭିଧାନ‌ରୁ

ଲବ୍ଧ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ଲଭ ଧାତୁ=ପ୍ରାପ୍ତ ହେବା+କର୍ମ. ତ)

[ସମ୍ପାଦନା]
୧. ପ୍ରାପ୍ତ —୧. Got; received; obtained; attained.
୨. ଅର୍ଜିତ; ଉପାର୍ଜିତ —୨. Acquired; earned; gained.
୩. ଫଳରୂପେ ପ୍ରାପ୍ତ — ୩. Received or got as a result
୪. ଲାଭରୂପେ ପ୍ରାପ୍ତ —୪. Earned as profit.

ସଂସ୍କୃତ - ବିଶେଷ୍ୟ - (ଗଣିତ)

[ସମ୍ପାଦନା]
୧. ଭାଗଫଳ —୧. (arithmetic) Quotient.
୨. (ହିନ୍ଦୁ ସ୍ମୃତି) ପନ୍ଦର ପ୍ରକାର ଦାସଙ୍କ ମଧ୍ୟରୁ ଏକ ଶ୍ରେଣୀ — ୨. One of the ୧୬ classes of slaves or servants mentioned in the Hindu codes.

[ଦାସ ତଳେ ଟୀକା ଦେଖ]

ଦେଶଜ - ବି—(ସଂସ୍କୃତ - ଲବ୍ଧି)

[ସମ୍ପାଦନା]
୧. ଲବ୍ଧି; ଲାଭ —୧. Profit.
୨. ଆୟ —୨. Income.
୩. ଶେଷଫଳ ୩. Final result.