ଲବ୍ଧ ପ୍ରବେଶ
ଦେଖଣା
ଲବ୍ଧ ପ୍ରବେଶ
ଉଚ୍ଚାରଣ
[ସମ୍ପାଦନା](ଲବ୍ଧ ପ୍ରବେଶା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ଯେଉଁ ବ୍ୟକ୍ତି ଭିତରକୁ ପ୍ରବେଶ କରିବାକୁ ସମଥ ହୋଇ ଅଛନ୍ତି — ୧. Having got admittance into a place.
- ୨. ଯେଉଁ ବ୍ୟକ୍ତି କୌଣସି ବିଦ୍ୟାକୁ ଉତ୍ତମରୂପେ ବୁଝି ପାରି ଅଛନ୍ତି ବା ଆୟତ୍ତ କରି ଅଛନ୍ତି — ୨. Proficient; having been able to comprehend a matter.