ଲମତା

ଉଇକିଅଭିଧାନ‌ରୁ

ଲମତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଲନ୍ତା—ଅନ୍ୟରୂପ)

  • (file)
  • (file)

ପ୍ରାଦେଶିକ - (ଜୟପୁର) ବିଶେଷ୍ୟ -[ସମ୍ପାଦନା]

ରାଜାଙ୍କ ଶ୍ରୀଅଙ୍ଗରେ ତୈଳ ମର୍ଦ୍ଦନକାରୀ ଶୂଦ୍ରଜାତି —A Ṡūdra servant who anoints oil on the person of the Rājā.