ଲମ୍ୱତ୍ୱ

ଉଇକିଅଭିଧାନ‌ରୁ

ଲମ୍ୱତ୍ୱ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଲମ୍ୱ+ଭାବ. ତା, ତ୍ୱ)[ସମ୍ପାଦନା]

ଦୀର୍ଘତା; ଦୈର୍ଘ୍ୟ — Length.

ପ୍ରାଦେଶିକ - (ଜୟପୁର) ବିଶେଷ୍ୟ -[ସମ୍ପାଦନା]

ରାଜାଙ୍କର ପାଖ ଲୋକ — Orderly of a Raja.