ଲମ୍ୱର୍ଦାର୍

ଉଇକିଅଭିଧାନ‌ରୁ

ଲମ୍ୱର୍ଦାର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ପ୍ରାଦେଶିକ - (କଟକ ସହର) ବିଶେଷ୍ୟ -[ସମ୍ପାଦନା]

୧. ନମ୍ୱରଦାର (ଦେଖ) - Namaradāra (See)
୨. (ସମ୍ୱଲପୁର ମାହାଲର ସ୍ୱତାଧିକାରୀ ସମସ୍ତ ବ୍ୟକ୍ତିଙ୍କ ପ୍ରତିନିଧି ରୂପେ ରାଜକୀୟ ବିଷୟରେ ସଂପର୍କ ଚଳାଇବା ପାଇଁ ଗଉନ୍ତିଆ ବା ମାଫିଦାର ମାନଙ୍କ ମନୋନୀତ ଓ ଗବର୍ଣ୍ଣ ମେଣ୍ଟଙ୍କଦ୍ୱାରା ଅନୁମୋଦିତ ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି (ସେଣ୍ଟ୍ରାଲ୍ ପ୍ରୋଭିନ୍ଷେସ୍ ଲାଣ୍ଡ୍ ରେଭିନ୍ୟୁ ଆଇନ୍ ୧୮୮୧: ସାଲର ୮ ଆଇନ୍) —୨. Lambardar; (Central Provinces Land Revenue Act).