Jump to content

ଲରି

ଉଇକିଅଭିଧାନ‌ରୁ

ଲରି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

ବହୁ ଲୋକ ବସିବା ପାଇଁ ବ୍ୟବହୃତ ଯନ୍ତ୍ର ଚାଳିତ ଚକ୍ର ଜାନ —Lorry.

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ -

[ସମ୍ପାଦନା]
୧. ଛୋଟ (ଡ଼ାଳ ବା ଗଛ) —୧. Small. (tree or branch).
୨. କୋମଳ (ଡ଼ାଳବା ଗଛ) —୨. Soft; tender (tree or branch).

ବିଶେଷ୍ୟ -

[ସମ୍ପାଦନା]

ଗୁଳ୍ମ —Plant.



ଲରି

ଉଚ୍ଚାରଣ

[ସମ୍ପାଦନା]

(ଲରିଆ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ନରି (ଦେଖ) - Nari. (See)