ଲସାଇବା

ଉଇକିଅଭିଧାନ‌ରୁ

ଲସାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲସିକା)[ସମ୍ପାଦନା]

୧. (ଲସିକା କ୍ରିୟାର ଣିଜନ୍ତରୂପ)ତଳକୁ ଦବାଇବା —୧. To press downwards; to suppress.
୨. (ସଂସ୍କୃତ - ରସ ନିର୍ଗମନ) ଘାଆ ବା ବ୍ରଣ ଆଦିରୁ ଲସା ବୋହିବା — ୨. To water; to discharge watery substance or lymph (said of sores etc).
୩. ଭୟରେ ଶଙ୍କିତ କରାଇବା — ୩. To frigh-ten a person terribly.
୪. ଦୂର କରିବା — ୪. To remove.

[ଉ—ପାସୋରାଇ ମନୁ ନାନା କଦନ ଲସାଇ, ପୀଡୁ ଅଶ୍ରୂ ବରଷାଇ ଗୋ କବିସୂର୍ଯ୍ୟ. କିଶୋରୀ ଚମ୍ପୂ. ପ. ଗୀତ]