ଲସ୍କରି
ଦେଖଣା
ଲସ୍କରି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବି(ଫାରାସୀ - ଲଶ୍ କରି)
[ସମ୍ପାଦନା]- ୧. ଲସ୍କର ବୃତ୍ତ — ୧. The profession of a lascar.
- ୨. ନୀଚଭୃତ୍ୟ ବୃତ୍ତ; ଦାସତ୍ୱ — ୨. The profession of a menial servant.
- ୩. ଜାହାଜିଆ ଭାଷା ବା ଶବ୍ଦ — ୩, Nautical language or word.
ବିଶେଷଣ -
[ସମ୍ପାଦନା]ଲସ୍କର ସମ୍ୱନ୍ଧୀୟ — Relating to lascar.