ଲହମା

ଉଇକିଅଭିଧାନ‌ରୁ

ଲହମା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -(ଅ. ଲହମ୍ହା)[ସମ୍ପାଦନା]

ନିମିଷ; କ୍ଷଣକାଳ; ମୁହୂତ୍ତ A moment.

[ଦ୍ରଷ୍ଟବ୍ୟ —ମାତ୍ର ଲହମାନ ପରେ ବେଉଷି ତାହାକୁ, ଭୁଞାସ ସୁଖାଦ୍ୟ ଆଣି, ଏହା ପ୍ରାକୃତିକ ଚିନ୍ତାମଣି ବିକ୍ରମାଦିତ୍ୟ]

କ୍ରି. ବିଶେଷଣ -[ସମ୍ପାଦନା]

ଲହମାଏ (ଦେଖ) - — Lahamāe (See)