ଲହର
ଦେଖଣା
ଲହର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା][ଯଥା—ବାୟୁ—ଲହର]
ଦେଶଜ - ବିଶେଷ୍ୟ -(ସଂସ୍କୃତ - ଲହରୀ)
[ସମ୍ପାଦନା]- ୧. ପ୍ରବାହ; ସ୍ରୋତ — ୧. Current.
- ୨. ଢେଉ —୨. Wave.
- ୩. କଥାର ଢେଉ; କଥା ଲହସ; ଲହରୀପରି ବାକ୍ୟ— ସ୍ରୋତଃ —୩. A wave of speech, continued speech.
- ୪. ଅଭିନିବେଶ; ମନୋଯୋଗ —୪. Attention.
- ୫. (ସଂସ୍କୃତ - ଯଷ୍ଟ; ପ୍ରା. ଲଟ୍ଠି) ହାରର ସରି; ନର୍ —୫. One of the strings of a necklace.
- ୬. ବାରଂବାର ଶ୍ୱାସରୋଧ ପୂର୍ବକ ଅନୁଚ୍ଚ କ୍ରନ୍ଦନ —୬. Sobbings; subdued lamentation with sobbings.