ଲହରା

ଉଇକିଅଭିଧାନ‌ରୁ

ଲହରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଲହରିଆ—ଅନ୍ୟରୂପ)

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଲହରୀ)[ସମ୍ପାଦନା]

୧. ପିନ୍ଧିବା ବ୍ୟକ୍ତିର ମାପରୁ ବଳାଉ ଥିବା (ଲୁଗା ବା ପୋଷାକ) — ୧. (A cloth) Which is in excess of the wearer's proportions.
୨. ଲହରୀ ପରି ସ୍ତର ବା ଭାଙ୍ଗ ବିଶିଷ୍ଟ — ୨. (cloth) Having folds or layers like wave.