ଲା
ଦେଖଣା
ଲା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ -
[ସମ୍ପାଦନା]- ୧. (ବି) ଲାହା (ଦେଖ) - — ୧. Lāhā (See)
- ୨. କ୍ରିୟାର ଅତୀତକାଳରେ ଆନାଦରାର୍ଥକ ତୃତୀୟ ପୁରୁଷ ଏକବଚନରେ ଲାଗିବା ପ୍ରତ୍ୟୟ (ଯଥା—ଗଲା, କଲା, ଖାଇଲା ଇତ୍ୟାଦି) —୨. Letter or inflection aded to a verb in ୩rd person, singular number, past tense.
- ୩. (ବି) (କଚିରିଆ)— 'ଲାଖରାଜ' ଶବ୍ଦର ସାଙ୍କେତିକ —୩. The abbreviation for Lākharāja.
(ଯଥା—ଲା—ବାହେଲ, ଲା—ବାଜ୍ୟାପ୍ତି, ଲା—ମଉଜା, ଲା—ଦାର, ଲା—ଦେବୋତ୍ତର, ଲା—ବ୍ରହ୍ମୋତ୍ତର ଇତ୍ୟାଦି) ===
===ବିଶେଷଣ - (କ୍ରିୟା ସଙ୍ଗେ ଯୁକ୍ତ ହୋଇ)
ଯାହା ସମ୍ୱନ୍ଧେ କୌଣସି କ୍ରିୟା କରାଯାଇଅଛି — In respect of which any verb has been applied.
(ଯଥା—ଗଲା କଥା, ଶୋଇଲା ଘର, ଖାଇଲା କଂସା, ମଲାମନୁଷ୍ୟ ଇତ୍ୟାଦି)
ପ୍ରାଦେଶିକ - (ଗଞ୍ଜାମ) ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]ଆଇନ୍ —Law.
ପ୍ରାଦେଶିକ - (ଉତ୍ତର ବାଲେଶ୍ୱର) ବିଶେଷ୍ୟ - (ସଂସ୍କୃତ - ଲତା)
[ସମ୍ପାଦନା]ଲଇ —Creeper used as string.
ପ୍ରାଦେଶିକ - (ଲରିଆ)
[ସମ୍ପାଦନା]କର୍ମକାରକ ବା ଦ୍ୱିତୀୟା ବିଭକ୍ତିର ପ୍ରତ୍ୟୟକୁ —The inflxion or suffix added to a noun to denote the accusative case.
(ଯଥା—ଏ ବାଡିଲା [ବାଡିକୁ] ତୁଟାଏଲ୍ ଭାଙ୍ଗିବାକୁ) ଶକ୍ୱେ [ସମର୍ଥ ହେବୁ] ?) ===
ବୈଦେଶିକ - ଉପପଦ (ଫା)
[ସମ୍ପାଦନା]ଶୂନ୍ୟ; ହୀନ — A Persian prefix denoting not, want of, without.
(ଯଥା—ଲା+ଖିରାଜ୍=ଲାଖିରାଜ୍=କରଶୂନ୍ୟ; ଲା+ ବାରିସ୍=ଲାବାରିସ୍=ଉତ୍ତରାଧିକାରୀ ହୀନ)