ଲାଇନ୍

ଉଇକିଅଭିଧାନ‌ରୁ

ଲାଇନ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -[ସମ୍ପାଦନା]

୧. (ଇଂରାଜୀ - ଲାଇନ୍)—ରେଳ ଗାଡି ଯିବା ଆସିବା ପାଇଁ ସମାନ୍ତର ରେଖାକାରରେ ପାତିତ ଲୌହ ବର୍ତ୍ତଯୁଗ୍ମ —୧. A railway line (consisting of a pair of iron rails.

(ଯଥା—ରେଲ୍ଲାଇନ୍, ଡବଲ୍ ଲାଇନ୍, ସିଙ୍ଗଲ୍ ଲାଇନ୍)

୨. କୁଲି, ସେନା ବା ପୁଲିସ ଫଉଜଙ୍କ ରହିବାପାଇଁ ଧାଡି ଧାଡି ହୋଇ ନିର୍ମିତ ଛାଉଣି; ଲୟନ୍; ନୟନ୍ — ୨. Line; barracks; rows of house erected for soldiers, coolies or police force.

(ଯଥା—ପୁଲିସ ଲାଇନ୍, ରିଜର୍ଭ୍ ଲାଇନ୍, ମିଲିଟେରି ଲାଇନ୍)

୩. ରେଖା —୩. Line.
୪. ଶ୍ରେଣୀ; ଧାଡି —୪. Row.
୫. ଟେଲିଗ୍ରାଫ୍ ବା ଟେଲିଫୋନ୍ ସଂବାଦ ଯେଉଁ ତାରଦ୍ୱାରା ପ୍ରେରିତ ହୁଏ —୫. Tolegraphic or tele-phonic line.
୬. (ଛାପାଖାନା) ମୁଦ୍ରିତ ବା ଟାଇପ୍ ଯୋ଼ଡା ଯାଇଥିବା ଅକ୍ଷର ମାନଙ୍କ ଧାଡି —୬. (printing) A line of printed or composed types.