Jump to content

ଲାଗି ହେବା

ଉଇକିଅଭିଧାନ‌ରୁ

ଲାଗି ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ଦେହରେ) (ବସ୍ତ୍ର ଅଳଙ୍କାର ଆଦି) ପିନ୍ଧିବା —୧. To put on (dress or ornaments)

[ଉ—ଦିବ୍ୟ ବାସ ଲାଗି ହୋଇ ହୁଅନ୍ତି ବେଶ ଦୀନକୃଷ୍ଣ. ରସବିନୋଦ]

୨. (ଅଳଙ୍କାର ଆଦି) ଦେହରେ ପିନ୍ଧା ଯିବା; ପରିହିତ ହେବା —୨. To be put on.

(ଯଥା—ଏତକ ଚମ୍ପାଫୁଲ ମହାଦେବଙ୍କଠାରେ ଲାଗି ହେଲେ ଭଲ ହୁଅନ୍ତା)