ଲାଗି ହେବା

ଉଇକିଅଭିଧାନ‌ରୁ

ଲାଗି ହେବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. (ଦେହରେ) (ବସ୍ତ୍ର ଅଳଙ୍କାର ଆଦି) ପିନ୍ଧିବା —୧. To put on (dress or ornaments)

[ଉ—ଦିବ୍ୟ ବାସ ଲାଗି ହୋଇ ହୁଅନ୍ତି ବେଶ ଦୀନକୃଷ୍ଣ. ରସବିନୋଦ]

୨. (ଅଳଙ୍କାର ଆଦି) ଦେହରେ ପିନ୍ଧା ଯିବା; ପରିହିତ ହେବା —୨. To be put on.

(ଯଥା—ଏତକ ଚମ୍ପାଫୁଲ ମହାଦେବଙ୍କଠାରେ ଲାଗି ହେଲେ ଭଲ ହୁଅନ୍ତା)