ଲାଗୁଆ ମୂଲିଆ
ଦେଖଣା
ଲାଗୁଆ ମୂଲିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲାଗୁଆ ମୂଲିଆ
|
(ଲାଗୁଆ ମଜୁରିଆ—ଅନ୍ୟରୂପ)
(ଲାଗୁଆ ମୁଲିଆଣୀ—ସ୍ତ୍ରୀ)
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ଯେଉଁ ମୂଲିଆ ଚୁକ୍ତି କରି ପ୍ରତିଦିନ ଜଣେ ବ୍ୟକ୍ତିଙ୍କ ନିକଟରେ ମୂଲ ଲାଗେ — ୧. A day-labourer who works for a particular person every- day.
- ୨. ଯେଉଁ ମୁଲିଆ ଏକ— ବର୍ଷ ପାଇଁ ମାଲିକଙ୍କ ଚାଷକାମ କରେ ୨. A labourer who contracts to work for wages for a master for one year.