ଲାଜରେ ବୁଡିଯିବା
ଦେଖଣା
ଲାଜରେ ବୁଡିଯିବା
ଉଚ୍ଚାରଣ
[ସମ୍ପାଦନା]ଲାଜରେ ମରିଯିବା(ମରିବା), ଲାଜରେସଢ଼ି (ରି) ଯିବା ଅନ୍ୟରୂପ—
ଅନୁବାଦ
[ସମ୍ପାଦନା]ଲାଜରେ ବୁଡିଯିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଅତ୍ୟନ୍ତ ଲଜ୍ଜା ଯୋଗୁଁ ମ୍ରିୟମାଣ ହେବା; ଯତ୍ପରୋନାସ୍ତି ଲଜ୍ଜିତହେବା — To die with shame.
(ଉ—ସଜନି ଲୋ ଲାଜରେ ସଂରିଗଲି ଆଜ—ସଙ୍ଗୀତ)