ଲାଟ୍

ଉଇକିଅଭିଧାନ‌ରୁ

ଲାଟ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଲର୍ଡ; ଇଂରା଼ ଅଧିକୃତ ଭାରତବର୍ଷକୁ ବିଲାତରୁ ପ୍ରେରିତ ଶାସନକର୍ତ୍ତାମାନେ ବିଲାତର ଲର୍ଡବଂଶୀୟ ଥିବାରୁ ଓ ଲର୍ଡ ଉପାଧିଧାରୀ ଥିବାରୁ)[ସମ୍ପାଦନା]

୧. ଇଂରା଼ଜଶାସିତ କୌଣସି ପ୍ରଦେଶର ବା ଭାରତବର୍ଷର ଉଚ୍ଚତମ ଶାସନକର୍ତ୍ତା — ୧. The Provincial Governor or the Viceroy of India.

[ଦ୍ରଷ୍ଟବ୍ୟ —ପ୍ରାଦେଶିକ ଗଭର୍ଣ୍ଣରଙ୍କୁ ଲାଟ୍ ବା ଛୋଟଲାଟ୍; ଭାରତର ଗଭର୍ଣ୍ଣର୍ ଜେନେରଲଙ୍କୁ ବଡଲାଟ୍ ଓ ସେନାପତିଙ୍କୁ ଜଂଗୀଲାଟ୍ ବୋଲାଯାଏ]

୨. (ଇଂରାଜୀ - ଲଟ୍) ଅଂଶ; ଭାଗ —୨. Part; share; lot.
୩: ପୁଞ୍ଜ —୩. Group; union.

୪: ନିଲାମରେ ଉଠିଥିବା ସମ୍ପତ୍ତିର ଗୋଟିଏ ଗୋଟିଏ ପୁଞ୍ଜ ବା ସମଷ୍ଟି ବା 
ଦଫା —୪. A lot of any property brought to sale.

୫: ସମ୍ପତ୍ତି ବା ଜମିଦାରି ଆଦି ଗୋଟି ଗୋଟି କରି ନିଲାମ କରାଯିବା ରୀତି —୫. Auction sale of properties by lots.

[ଦ୍ରଷ୍ଟବ୍ୟ —ଅନେକଗୁଡିଏ ସମ୍ପତ୍ତି ନିଲାମରେ ଉଠିଥିଲେ ତାକୁ ଭିନ୍ନ ଭିନ୍ନ ଅଂଶ ବା ପୁଞ୍ଜ ବା ଦଫାରେ ବିଭକ୍ତ କରାଯାଏ, ଉକ୍ତ ଅଂଶମାନଙ୍କୁ ଲାଟ୍ (ଇଂରାଜୀ - ଲ଼ଟ୍ lot) ବୋଲାଯାଏ ଗୋଟିଏ ଲାଟ୍ର ସମ୍ପତ୍ତିର ନିଲାମ ଶେଷ ହେଲେ ତତ୍ପରବର୍ତ୍ତୀ ଲାଟ୍ର ସମ୍ପତ୍ତି ନିଲାମ କରାଯାଏ ଏହି କ୍ରମିକ ସଂଖ୍ୟାଯୁକ୍ତ ସମ୍ପତ୍ତିକୁ ଯଥାକ୍ରମେ ୧ ନମ୍ୱର ଲାଟ୍ ବା ୨ ନମ୍ୱର ଲାଟ,୩ଳାଟ୍ ବୋଲାଯାଏ ଏହିପରି ଲାଟ୍ ଲାଟ୍ ହୋଇ ନିଲାମ କରାଯିବା ରୀତିକୁ ମଧ୍ୟ ବା ଲାଟନିଲାମ ବୋଲାଯାଏ]