Jump to content

ଲାଦ

ଉଇକିଅଭିଧାନ‌ରୁ

ଲାଦ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲଡ଼୍ ଧାତୁ=ଉତ୍ କ୍ଷେପଣ କରିବା; ତୁଳ. ଇଂରାଜୀ - ଲୋଡ୍)

[ସମ୍ପାଦନା]

କୋଣସି ବସ୍ତୁ ଉପରେ ହାବୁଡ଼ା ଆଦିଦ୍ୱାରା ପ୍ରହାର କରିବାକୁ ହେଲେ ସେ ମାଡ଼ ଉକ୍ତ ଜିନିସ ଉପରେ ଦୃଢ଼ ଭାବରେ ବସିବା ପାଇଁ ଜିନିସର ତଳେ ଦିଆଯିବା ଠେକ; ନାଦ — A fulcrum or support put below a thing in order that the thing may be soundly beaten with a hammer.