ଲାଭ
Appearance
ଲାଭ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି(ଲଭ୍ ଧାତୁ+ଭାବ ଅ)
[ସମ୍ପାଦନା]- ୧. ପାଇବା; ମିଳିବା; ଲଭିବା; ପ୍ରାପ୍ତି —୧. Receipt; getting; attainment.
- ୨. ଉପାର୍ଜନ; ଅର୍ଜନ — ୨. Acquisition; earning.
- ୩. (+ କର୍ମ ଅ ବାଣିଜ୍ୟାଦିଦ୍ୱାରା ମୂଳଧନରୁ ଅଧିକା ମିଳିବା ଧନ; ମୁନାଫାରାସୀ - ୩. Profit; gain.
- ୪. ସୁଦ —୪. Interest.
- ୫. ବୁଦ୍ଧି —୫. Increase.
- ୬. ଉପସତ୍ୱ; ଆୟ — ୬. Income.
- ୭. ଉପରି ଲାଭ; ଫାଉ; ମୂଲ୍ୟ ଦେଇ କିଣିବା ଦ୍ରବ୍ୟ ଅପେକ୍ଷା ବିକ୍ରେତାଠାରୁ କ୍ରେତା ଯେଉଁ ଅଧିକା ଦ୍ରବ୍ୟ ପାଏ —୭. Extra thing received by a purchaser from a vendor in addition to the quantity pruchased and paid for.
- ୮. ଧନ —୮. Wealth; riches.
- ୯. ଉପକାର (ହିନ୍ଦୀ - ଶ) —୯. Benefit.