Jump to content

ଲାଭ

ଉଇକିଅଭିଧାନ‌ରୁ

ଲାଭ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)
  • (file)

ସଂସ୍କୃତ - ବି(ଲଭ୍ ଧାତୁ+ଭାବ ଅ)[ସମ୍ପାଦନା]

୧. ପାଇବା; ମିଳିବା; ଲଭିବା; ପ୍ରାପ୍ତି —୧. Receipt; getting; attainment.
୨. ଉପାର୍ଜନ; ଅର୍ଜନ — ୨. Acquisition; earning.
୩. (+ କର୍ମ ଅ ବାଣିଜ୍ୟାଦିଦ୍ୱାରା ମୂଳଧନରୁ ଅଧିକା ମିଳିବା ଧନ; ମୁନାଫାରାସୀ - ୩. Profit; gain.
୪. ସୁଦ —୪. Interest.
୫. ବୁଦ୍ଧି —୫. Increase.
୬. ଉପସତ୍ୱ; ଆୟ — ୬. Income.
୭. ଉପରି ଲାଭ; ଫାଉ; ମୂଲ୍ୟ ଦେଇ କିଣିବା ଦ୍ରବ୍ୟ ଅପେକ୍ଷା ବିକ୍ରେତାଠାରୁ କ୍ରେତା ଯେଉଁ ଅଧିକା ଦ୍ରବ୍ୟ ପାଏ —୭. Extra thing received by a purchaser from a vendor in addition to the quantity pruchased and paid for.
୮. ଧନ —୮. Wealth; riches.
୯. ଉପକାର (ହିନ୍ଦୀ - ଶ) —୯. Benefit.