Jump to content

ଲାଲ୍ ପଗଡ଼ିଆ

ଉଇକିଅଭିଧାନ‌ରୁ

ଲାଲ୍ ପଗଡ଼ିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଲାଲପଗଡ଼ିଧାରୀ, ଲାଲପଗଡ଼ିବାଲା, ଲାଲପାଗିଆ—ଅନ୍ୟରୂପ)

ଦେଶଜ - ବିଶେଷଣ -

[ସମ୍ପାଦନା]

ଯେ ମୁଣ୍ଡରେ ନାଲି ପାଗ ଗୁଡ଼ାଇ ଥାଏ — Wearing a red turban.

ଦେଶଜ - ବିଶେଷ୍ୟ - (ପୁଲିସ କନିଷ୍ଟବଲ ଆଦି ମୁଣ୍ଡରେ ନାଲି ପଗଡ଼ି ପିନ୍ଧିଥିବାରୁ)

[ସମ୍ପାଦନା]

ପୁଲିସ୍ କନିଷ୍ଟବଳଆଦି — Police constable.