Jump to content

ଲାଳଚ

ଉଇକିଅଭିଧାନ‌ରୁ

ଲାଳଚ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ନାଲିସ୍)

[ସମ୍ପାଦନା]
୧. ନାଲିସ୍; କୌଣସି ବ୍ୟକ୍ତି ବିରୁଦ୍ଧରେ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ବା ମକଦ୍ଦମା ଦାଏର କରିବା —୧. Complaint filing of a case or suit against a person.
୨. ମକଦ୍ଦମା — ୨. Case; suit.



ଲାଳଚ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲାଳସା)

[ସମ୍ପାଦନା]
୧. ଲାଳଷା (ଦେଖ) - — ୧. Lāḻasā (See).
୨. ସ୍ପୃହା; କୌଣସି ବସ୍ତୁପ୍ରତି ଅତ୍ୟଧିକ ଲୋଭ; ଲୋଲୁପତା —୨. Inordinate desire for a thing.
୩. (ସଂସ୍କୃତ - ଲାଳନ) ଶିଶୁଙ୍କୁ ଅତି ଗେଲ୍ଲବସରରେ ବଢ଼ାଇବା — ୩. Bringing up of a child with excessive fonding.