ଲାଳଚା
ଦେଖଣା
ଲାଳଚା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା][ଦେଖାଇବେ ▼]ଲାଳଚା
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲାଳସା)
[ସମ୍ପାଦନା]- ୧. ଲାଳଷା (ଦେଖ) - — ୧. Lāḻasā (See).
- ୨. ସ୍ପୃହା; କୌଣସି ବସ୍ତୁପ୍ରତି ଅତ୍ୟଧିକ ଲୋଭ; ଲୋଲୁପତା —୨. Inordinate desire for a thing.
- ୩. (ସଂସ୍କୃତ - ଲାଳନ) ଶିଶୁଙ୍କୁ ଅତି ଗେଲ୍ଲବସରରେ ବଢ଼ାଇବା — ୩. Bringing up of a child with excessive fonding.
ଲାଳଚା
ଉଚ୍ଚାରଣ
[ସମ୍ପାଦନା](ଲାଳଚିଆ—ଅନ୍ୟରୂପ)
(ଲାଳଚୀ, ଲାଳଚେଈ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା][ଦେଖାଇବେ ▼]ଲାଳଚା
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ଲାଳସାଯୁକ୍ତ —୧. Having an inordinate hankering.
- ୨. ଲାଳାୟିତ — ୨. Hankering.
- ୩. ଖାଦ୍ୟ ଦ୍ରବ୍ୟ ପ୍ରତି ବିଶେଷ ଲୋଭୀ — ୩. Hankering after dainty food.
- ୪. ଖୋସାମତିଆ —୪. Flattering.
- ୫. (ସଂସ୍କୃତ - ଲାଳ) ଲାଳୁଆ; ଲାଳାମୟ —୫. Slimy.
- ୬. ଯହିଁରୁ ସର୍ବଦା ଲାଳ ବହୁଥାଏ —୬. Emitting saliva or smile.
ବୈଦେଶିକ - ବିଶେଷଣ - (ଫାରାସୀ - ଲାଳ୍ ସା)
[ସମ୍ପାଦନା]ଇଷତ୍ ରକ୍ତ ବର୍ଣ୍ଣ ବିଶିଷ୍ଟ — Reddish.