ଲାଳଚା

ଉଇକିଅଭିଧାନ‌ରୁ

ଲାଳଚା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲାଳସା)[ସମ୍ପାଦନା]

୧. ଲାଳଷା (ଦେଖ) - — ୧. Lāḻasā (See).
୨. ସ୍ପୃହା; କୌଣସି ବସ୍ତୁପ୍ରତି ଅତ୍ୟଧିକ ଲୋଭ; ଲୋଲୁପତା —୨. Inordinate desire for a thing.
୩. (ସଂସ୍କୃତ - ଲାଳନ) ଶିଶୁଙ୍କୁ ଅତି ଗେଲ୍ଲବସରରେ ବଢ଼ାଇବା — ୩. Bringing up of a child with excessive fonding.



ଲାଳଚା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଲାଳଚିଆ—ଅନ୍ୟରୂପ)

(ଲାଳଚୀ, ଲାଳଚେଈ—ସ୍ତ୍ରୀ) 

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

୧. ଲାଳସାଯୁକ୍ତ —୧. Having an inordinate hankering.
୨. ଲାଳାୟିତ — ୨. Hankering.
୩. ଖାଦ୍ୟ ଦ୍ରବ୍ୟ ପ୍ରତି ବିଶେଷ ଲୋଭୀ — ୩. Hankering after dainty food.
୪. ଖୋସାମତିଆ —୪. Flattering.
୫. (ସଂସ୍କୃତ - ଲାଳ) ଲାଳୁଆ; ଲାଳାମୟ —୫. Slimy.
୬. ଯହିଁରୁ ସର୍ବଦା ଲାଳ ବହୁଥାଏ —୬. Emitting saliva or smile.

ବୈଦେଶିକ - ବିଶେଷଣ - (ଫାରାସୀ - ଲାଳ୍ ସା)[ସମ୍ପାଦନା]

ଇଷତ୍ ରକ୍ତ ବର୍ଣ୍ଣ ବିଶିଷ୍ଟ — Reddish.