ଲାଳସ

ଉଇକିଅଭିଧାନ‌ରୁ

ଲାଳସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

[ଲାଳସୀ—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - ପୁଂ—(ଲାଳସା+ଅ)[ସମ୍ପାଦନା]

୧. ଲୋଲୁପ — ୧. Hankering after (Apte)
୨. ଅତି ଲୋଭୀ ୨. Very covetuous.

ଦେଶଜ - ବିଶେଷଣ -[ସମ୍ପାଦନା]

ଲାଳାୟିତ; ଲାଳସା— ପରାୟଣ —Hankering after.

[ଉ—ବଳାଇ ଚିତ୍ତ ଅନବରତ, ଭାଗ୍ୟେ ଗ୍ରହଣ ତାରକା ମନ୍ତ୍ର, ସୀତା ଶ୍ରୀରାମ ଚରିତ ଗୀତ, ବୃତେ ଲାଳସ ଯେ ଭଞ୍ଜ. ବୈଦେହିଶବିଲାସ]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଲୋଭ; ପ୍ରବଳଇଛା — Avarice; eager desire.

[ଉ—ତୋହର ତ ହୋଇଛି ବାଳକ ବୟସ, ତପସ୍ୟାରେ ଅତି ତୁ କରିଛୁ ଲାଳସ କୃଷ୍ଣସିଂହ. ମହାଭାରତ. ଆଦି]