ଲାଳି

ଉଇକିଅଭିଧାନ‌ରୁ

ଲାଳି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - (ପ୍ରାଚୀନ ପଦ୍ୟ) ବିଶେଷ୍ୟ -[ସମ୍ପାଦନା]

(ସଂସ୍କୃତ - ଲାଲସା)—ଲାଳସା — Hankering.

[ଉ—ଗୁପତ ହେବ ପରକୀୟା ପ୍ରିତି ଏମନ୍ତମତିରେ ଲାଳି ବୋଲନ୍ତି ପ୍ରାଚୀ. ପରରେ ଗୀତା]



ଲାଳି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଲାଳିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଲାଡ଼ି ଧାତୁ+କର୍ତ୍ତୃ. ଇନ୍+୧ମା. ୧ବ)[ସମ୍ପାଦନା]

୧. ଯେ ପୁସଲାଇ କରି ଘରୁ ଲୋକଙ୍କୁ ନେଇଯାଏ — ୧. A seducer. (Apte)
୨. ଭୂତ ପ୍ରେତାଦିଙ୍କ ଆବେଶ —୨. The being possessed by a demon. (M.W.)