ଲାଳି
ଦେଖଣା
ଲାଳି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - (ପ୍ରାଚୀନ ପଦ୍ୟ) ବିଶେଷ୍ୟ -
[ସମ୍ପାଦନା](ସଂସ୍କୃତ - ଲାଲସା)—ଲାଳସା — Hankering.
[ଉ—ଗୁପତ ହେବ ପରକୀୟା ପ୍ରିତି ଏମନ୍ତମତିରେ ଲାଳି ବୋଲନ୍ତି ପ୍ରାଚୀ. ପରରେ ଗୀତା]
ଲାଳି
ଉଚ୍ଚାରଣ
[ସମ୍ପାଦନା](ଲାଳିନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଲାଡ଼ି ଧାତୁ+କର୍ତ୍ତୃ. ଇନ୍+୧ମା. ୧ବ)
[ସମ୍ପାଦନା]- ୧. ଯେ ପୁସଲାଇ କରି ଘରୁ ଲୋକଙ୍କୁ ନେଇଯାଏ — ୧. A seducer. (Apte)
- ୨. ଭୂତ ପ୍ରେତାଦିଙ୍କ ଆବେଶ —୨. The being possessed by a demon. (M.W.)